ମମତାଙ୍କ ଦମଦାର୍ ବିଜୟ : ୫୮ ହଜାରରୁ ଅଧିକ ଭୋଟରେ ଜିତିଲେ

କୋଲକାତା: ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁର ବିଧାନସଭା ଆସନରୁ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ପରାଜୟ ଦେଇଛନ୍ତି ମମତା। ଭବାନୀପୁରବାସୀଙ୍କ ଭରସାର ଭୋଟ ପାଇଁ ମମତା କେବଳ ଏହି ନିର୍ବାଚନ ଜିତିନାହାନ୍ତି ବରଂ ନିଜ ରେକର୍ଡ ଭାଙ୍ଗିଛନ୍ତି। ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଥିବା ଜଣାପଡ଼ିଛି। ଆନୁଷ୍ଠାନିକ ଭାବେ କୌଣସି … Continue reading ମମତାଙ୍କ ଦମଦାର୍ ବିଜୟ : ୫୮ ହଜାରରୁ ଅଧିକ ଭୋଟରେ ଜିତିଲେ